Door43-Catalog_or_tn/ACT/16/32.md

1.3 KiB

ପାଉଲ ଓ ଶୀଲା ଆପଣା ସମ୍ପୃକ୍ତ କାରାରକ୍ଷକ ଓ ତାହାଙ୍କ ପରିଜନବର୍ଗ ସହିତ କ୍ରମାଗତ ରହିଛି|

ତାହାଙ୍କ ଗୃହରେ

“ତାହାଙ୍କ ଘରେ”| କାରାରକ୍ଷକ ଆପଣା ଗୃହରେ ପାଉଲ ଓ ଶୀଲାଙ୍କୁ ଆଣିଲେ|

ସେ ଓ ତାହାଙ୍କ ସମସ୍ତ ପରିଜନବର୍ଗ ବାପ୍ତିଜିତ ହେଲେ

ଏହି ବାକ୍ୟ ପରୋକ୍ଷରୁ ପ୍ରତ୍ୟକ୍ଷରେ ପରିବର୍ତ୍ତନ କରାଯାଇପାରେ: “କାରାରକ୍ଷକ ଓ ତାହାଙ୍କର ସମସ୍ତ ପରିଜନବର୍ଗଙ୍କୁ ପାଉଲ ଓ ଶୀଲା ବାପ୍ତିସ୍ମ ଦେଲେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେ, ତାହାଙ୍କ

ଏହି ସର୍ବନାମଗୁଡ଼ିକ କାରାରକ୍ଷକଙ୍କୁ ଦର୍ଶାଏ|

କାରଣ ସେମାନେ ସମସ୍ତେ ବିଶ୍ୱାସ କଲେ

“କାରଣ ତାହାଙ୍କର ସମସ୍ତ ପରିଜନବର୍ଗ ବିଶ୍ୱାସ କଲେ|”