Door43-Catalog_or_tn/ACT/16/29.md

567 B

ଅତି ଶୀଘ୍ର

“କାରାଗାରରେ ଚଞ୍ଚଳ ପ୍ରବେଶ କଲେ|”

ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ

ପାଉଲ ଓ ଶୀଲାଙ୍କର ଚରଣ ତଳେ ନତ ମସ୍ତକ କରିବା ଦ୍ୱାରା କାରାରକ୍ଷକ ଆପଣାକୁ ନମ୍ର କଲେ|

ସେମାନଙ୍କୁ ବାହାରକୁ ଆଣିଲେ

ସେମାନଙ୍କୁ କାରାଗାର ବାହାରକୁ କଢାଇ ନେଲେ|