Door43-Catalog_or_tn/ACT/16/27.md

1018 B

ସେ, ଆପଣାକୁ, ସେ

ଏହି ସର୍ବନାମଗୁଡ଼ିକ ଏହି ପଦଗୁଡ଼ିକ ମଧ୍ୟରେ କାରାରକ୍ଷକକୁ ଦର୍ଶାଏ|

ଆପଣାକୁ ବଧ କରିବାକୁ ଯାଉଥିଲେ

“ଆପଣାକୁ ବଧ କରିବାକୁ ପ୍ରସ୍ତୁତ ଥିଲେ|” ବନ୍ଦୀମାନେ ମୁକ୍ତ ହୋଇଯାଇଅଛନ୍ତି ଭାବି କାରାରକ୍ଷକ ଏହାର ଫଳ ପାଇଁ କ୍ଲେଶ ଭୋଗିବା ଅପେକ୍ଷା ବରଂ ଆତ୍ମହତ୍ୟା କରିବାକୁ ବାଛିଲେ|

ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ

ଏହି ଶବ୍ଦ “ଆମ୍ଭେମାନେ” ଅନ୍ତର୍ଭୁକ୍ତ ଅଟେ ଓ ପାଉଲ, ଶୀଲା ଓ ଅନ୍ୟ ସମସ୍ତ ବନ୍ଦୀମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ଅନ୍ତର୍ଭୁକ୍ତ)