Door43-Catalog_or_tn/ACT/16/25.md

750 B

ସେମାନଙ୍କୁ ଶୁଣୁଥିଲେ

ଏହି ସର୍ବନାମ “ସେମାନଙ୍କୁ” ପାଉଲ ଓ ଶୀଲାଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ|

ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା

“ଯାହା କାରାଗାରର ଭିତ୍ତିମୂଳକୁ କମ୍ପାଇଦେଲା“

ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା

“ପୁଣି ପ୍ରତ୍ୟେକ ଜଣର ବନ୍ଧନ ମୁକ୍ତ ହୋଇଗଲା”