Door43-Catalog_or_tn/ACT/16/22.md

2.1 KiB

ବିଚାରକର୍ତ୍ତାମାନେ ସେମାନଙ୍କ ବସ୍ତ୍ର କାଢି ପକାଇଲେ

ବିଚାରକର୍ତ୍ତାମାନେ ପାଉଲ ଓ ଶୀଲାଙ୍କ ବସ୍ତ୍ର କାଢି ପକାଇଲେ|

ସେମାନଙ୍କୁ ବେତ୍ରାଘାତ କରିବା ନିମନ୍ତେ ଆଜ୍ଞା ଦେଲେ

“ପାଉଲ ଓ ଶୀଲାଙ୍କୁ ବେତ୍ରାଘାତ କରିବା ନିମନ୍ତେ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେମାନେ ସେମାନଙ୍କୁ ନିକ୍ଷେପ କଲେ

“ବିଚାରକର୍ତ୍ତାମାନେ ପାଉଲ ଓ ଶୀଲାଙ୍କୁ ନିକ୍ଷେପ କଲେ” କିମ୍ବା “ବିଚାରକର୍ତ୍ତାମାନେ ପାଉଲ ଓ ଶୀଲାଙ୍କୁ ନିକ୍ଷେପ ନିମନ୍ତେ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ”|

ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ

“କାରାରକ୍ଷକଙ୍କୁ କହିଲେ ସେମାନେ ଯେପରି ବାହାରକୁ ନ ଯାଆନ୍ତି ଏଥି ନିମନ୍ତେ ଯତ୍ନ କର|” କାରାରକ୍ଷକ ଏକ ବ୍ୟକ୍ତି ଯିଏ କାରାଗାର ବା ବନ୍ଦିଗୃହରେ ଥିବା ସମସ୍ତ ଲୋକମାନଙ୍କର ଦାୟିତ୍ୱ ନିଏ|

ନିକ୍ଷେପ କଲେ

ଏକ ସ୍ଥାନରେ ସାବଧାନରେ ରକ୍ଷା କଲେ

ହରିକାଠ

ଛିଦ୍ରଯୁକ୍ତ କାଠ ଅଂଶ ଯେଉଁ ଛିଦ୍ରରେ ଜଣଙ୍କର ପାଦ ରଖାଯାଏ ଯେପରି ସେ ଚାଲି ପାରିବ ନାହିଁ| (ଦେଖନ୍ତୁ ୟୁଡିବୀ)