Door43-Catalog_or_tn/ACT/16/19.md

2.0 KiB

ତାହାର କର୍ତ୍ତାମାନେ

ସେହି ଦାସୀ ବାଳିକାର କର୍ତ୍ତାମାନେ|

ଆପଣାମାନଙ୍କ ଲାଭର ଆଶା

ସେହି ବାଳିକାର ଦୈବଜ୍ଞ ଶକ୍ତି ଥିବା ଯୋଗ୍ୟତା ଓ ତାହାର ଭାବବାଣୀ କହିବା ନିମନ୍ତେ ଲୋକମାନେ ଅର୍ଥ ପ୍ରଦାନ କରୁଥିବା ନିମନ୍ତେ ଏହା ଦର୍ଶାଏ|

ସେମାନଙ୍କୁ ଟାଣି ଘେନିଗଲେ

“ପାଉଲ ଓ ଶୀଲାଙ୍କୁ ଟାଣି ଘେନିଗଲେ” କିନ୍ତୁ ଦଳର ଅନ୍ୟମାନଙ୍କୁ ଲୁକ ଓ ତିମଥିଙ୍କୁ ନୁହେଁ|

ଶାସନକର୍ତ୍ତାମାନଙ୍କ ନିକଟକୁ

“ଶାସନକର୍ତ୍ତାମାନଙ୍କ ଉପସ୍ଥିତିରେ” କିମ୍ବା “ଶାସନକର୍ତ୍ତାମାନଙ୍କ ଦ୍ୱାରା ବିଚାର କରିବା ନିମନ୍ତେ”

ସେମାନେ ସେମାନଙ୍କୁ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ

“କର୍ତ୍ତାମାନେ ପାଉଲ ଓ ଶୀଲାଙ୍କୁ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କର୍ତ୍ତାମାନେ କହିଲେ”|

ଏମାନେ ପ୍ରଚାର କରୁଅଛନ୍ତି

“ପାଉଲ ଓ ଶୀଲା ପ୍ରଚାର କରୁଅଛନ୍ତି”

ଆମ୍ଭମାନଙ୍କର ବିଧିସଙ୍ଗତ ନୁହେଁ

କର୍ତ୍ତାମାନେ ଆପଣା ଦାବିରେ ଶାସନକର୍ତ୍ତାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କଲେ ଯେହେତୁ ସେମାନେ ରୋମୀ ଥିଲେ| (ଦେଖନ୍ତୁ ଅନ୍ତର୍ଭୁକ୍ତ)