Door43-Catalog_or_tn/ACT/16/16.md

2.3 KiB

ଜଣେ ଯୁବା ସ୍ତ୍ରୀ

“ସେଠାରେ ଜଣେ ଯୁବା ସ୍ତ୍ରୀ ଥିଲା”

ଦୈବଜ୍ଞ ଆତ୍ମାବିଷ୍ଟ

ଏକ ମନ୍ଦ ଆତ୍ମା ଅନେକ ସମୟରେ ଲୋକମାନଙ୍କ ନିକଟତମ ଭବିଷ୍ୟତ ବିଷୟରେ ତାହାକୁ କହେ|

ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା

“ଏଥିରେ ସେହି ଆତ୍ମା ସେହି ମୁହୂର୍ତ୍ତରେ ବାହାରିଗଲା”

ତାହା ଦ୍ୱାରା ବହୁତ ବିରକ୍ତ ହେଉଥିଲେ

“ତାହା ଦ୍ୱାରା ବଡ଼ ହଇରାଣ ହେଉଥିଲେ” କିମ୍ବା “ସେ ଯାହା କରୁଥିଲା ତାହା ଦ୍ୱାରା ବହୁତ ସମସ୍ୟା ହେଉଥିଲା”

ବୁଲିପଡି

“ପାଉଲ ବୁଲି ପଡ଼ିଲେ” କିମ୍ବା “ତାହାଙ୍କ ପଛରେ ଥିବା ସ୍ତ୍ରୀ ଆଡ଼େ ଆପଣା ମୁଖ ବୁଲାଇ”