Door43-Catalog_or_tn/ACT/16/14.md

1.5 KiB

ଲୂଦିଆ ନାମ୍ନୀ ଜଣେ ମହିଳା

“ସେଠାରେ ଲୂଦିଆ ନାମ୍ନୀ ଜଣେ ମହିଳା ଥିଲେ”

ବାଇଗଣୀଆ ବସ୍ତ୍ର ବିକ୍ରୟକାରିଣୀ

“ଏକ ବ୍ୟବସାୟୀ ଯିଏ ବାଇଗଣୀ ବସ୍ତ୍ର ବିକ୍ରୟ କରୁଥିଲେ”

ଈଶ୍ୱର ଭକ୍ତା ଥିଲେ

ଏକ ଈଶ୍ୱର ଭକ୍ତା ବିଜାତି ଥିଲେ ଯିଏ ଈଶ୍ୱରଙ୍କ ପ୍ରଶଂସା କରନ୍ତି ଓ ତାହାଙ୍କର ଅନୁସରଣ କରନ୍ତି କିନ୍ତୁ ସମସ୍ତ ଯିହୁଦୀୟ ବ୍ୟବସ୍ଥା ପାଳନ କରନ୍ତି ନାହିଁ|

ଆମ୍ଭମାନଙ୍କର କଥା ଶୁଣୁଥିଲେ

“ସେହି ମହିଳା ଆମ୍ଭମାନଙ୍କର କଥା ଶୁଣୁଥିଲେ”

ପାଉଲଙ୍କର କଥିତ ବିଷୟ ପ୍ରତି

“ସେହି ବିଷୟଗୁଡ଼ିକ ଯାହା ପାଉଲ କହିଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେ ଓ ତାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ

“ଯେତେବେଳେ ସେମାନେ ଲୂଦିଆ ଓ ତାଙ୍କର ପରିବାରର ସଦସ୍ୟମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)