Door43-Catalog_or_tn/ACT/16/11.md

978 B

ଆମ୍ଭେମାନେ କଲୁ

ଏହି ଶବ୍ଦ “ଆମ୍ଭେମାନେ” ଏହି ପଦଗୁଡ଼ିକ ମଧ୍ୟରେ ପାଉଲ ଓ ତାହାଙ୍କ ସଙ୍ଗୀମାନଙ୍କୁ ଦର୍ଶାଏ| ଲୁକ, ପ୍ରେରିତ ପୁସ୍ତକର ଲେଖକ, ଏହି ସମୟରେ ପାଉଲଙ୍କ ଜଣେ ସଙ୍ଗୀ ଥିଲେ| (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ସାମଥ୍ରାକୀ...ନିୟାପଲି

ଫିଲିପ୍‌ପୀ ନିକଟରେ ଥିବା ଉପକୁଳବର୍ତ୍ତୀ ନଗରଗୁଡ଼ିକ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଏକ ରୋମୀୟ ଉପନିବେଶ

ଏକ ସ୍ଥାନ ଯାହା ସେହି ସମୟରେ ରୋମ ବିଜୟୀ ହୋଇ ଦଖଲ କରିଥିଲା, ବିଶେଷ ଭାବେ ସୈନ୍ୟମାନଙ୍କ ସହ|