Door43-Catalog_or_tn/ACT/16/09.md

2.5 KiB

ପାଉଲ ଗୋଟିଏ ଦର୍ଶନ ପାଇଲେ

ପାଉଲ ସ୍ୱପ୍ନ ଠାରୁ ଭିନ୍ନ ଏକ ଦର୍ଶନ ପାଇଲେ|

ତାହାଙ୍କୁ ବିନତି କରୁଅଛି

“ତାହାଙ୍କୁ ପ୍ରାର୍ଥନା କରୁଅଛି” କିମ୍ବା “ପାଉଲଙ୍କୁ ନିବେଦନ କରୁଅଛି”|

ଆମ୍ଭମାନଙ୍କୁ ସାହାଯ୍ୟ କର

“ଆମ୍ଭମାନଙ୍କୁ” ଅନ୍ତର୍ଭୁକ୍ତ ଅଟେ| ଯେଉଁ ପାଉଲଙ୍କ ଠାରୁ ସାହାଯ୍ୟ ଆବଶ୍ୟକ ଥିଲା ଏହି ଲୋକ ପାଉଲଙ୍କୁ ବହିର୍ଭୁକ୍ତ କଲେ| “ମୋତେ ଓ ମାକିଦନିଆର ଲୋକମାନଙ୍କୁ ସାହାଯ୍ୟ କର|”(ଦେଖନ୍ତୁ: ବହିର୍ଭୁକ୍ତ)

ଆମ୍ଭେମାନେ ଯିବା ପାଇଁ ଚେଷ୍ଟା କଲୁ

ଏହି ସର୍ବନାମ “ଆମ୍ଭେମାନେ” ପାଉଲ ଓ ତାହାଙ୍କ ସଙ୍ଗୀମାନଙ୍କୁ ଦର୍ଶାଏ| ଲୁକ, ପ୍ରେରିତ ପୁସ୍ତକର ଲେଖକ, ଏହି ସମୟରେ ପାଉଲଙ୍କ ଜଣେ ସଙ୍ଗୀ ଥିଲେ| ଏହା ଏକ ଅନ୍ତର୍ଭୁକ୍ତ ସର୍ବନାମ ଅଟେ କାରଣ ଏହା ଲେଖକଙ୍କୁ ଓ ଉପସ୍ଥିତ ଥିବା ପ୍ରତ୍ୟେକଙ୍କୁ ଦର୍ଶାଏ| (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି

ଏହି ସର୍ବନାମ “ଆମ୍ଭେମାନେ” ପାଉଲ ଓ ତାହାଙ୍କ ସଙ୍ଗୀମାନଙ୍କୁ ଦର୍ଶାଏ| ଲୁକ, ପ୍ରେରିତ ପୁସ୍ତକର ଲେଖକ, ଏହି ସମୟରେ ପାଉଲଙ୍କ ଜଣେ ସଙ୍ଗୀ ଥିଲେ| ଏହା ଏକ ଅନ୍ତର୍ଭୁକ୍ତ ସର୍ବନାମ ଅଟେ କାରଣ ଲେଖକ ଆପଣା ସମସ୍ତ ସଙ୍ଗୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି| (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ

“ମାକିଦନିଆର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ”|