Door43-Catalog_or_tn/ACT/16/06.md

831 B

ଫ୍ରୁଗିଆ ଓ ଗାଲାତୀୟ

ଏହା ଆସିଆର ରାଜ୍ୟଗୁଡ଼ିକ ଅଟେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ମୂସିଆ... ବୀଥୂନିଆ

ଏଗୁଡ଼ିକ ଆସିଆର ଆହୁରି ଦୁଇ ରାଜ୍ୟ ଅଟେ|

ସେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ

“ପବିତ୍ରଆତ୍ମା ସେମାନଙ୍କୁ ନିବାରଣ କଲେ” କିମ୍ବା “ପବିତ୍ରଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯୀଶୁଙ୍କ

“ପବିତ୍ରଆତ୍ମା”