Door43-Catalog_or_tn/ACT/16/04.md

1.2 KiB

ସେମାନେ ଗଲେ

ଏହି ସର୍ବନାମ ପାଉଲ, ଶୀଲା ଓ ତିମଥିଙ୍କୁ ଦର୍ଶାଏ|

ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ

“ପାଳନ କରିବା ନିମନ୍ତେ ମଣ୍ଡଳୀ ସଦସ୍ୟମାନଙ୍କ ନିକଟରେ” କିମ୍ବା “ପାଳନ କରିବା ନିମନ୍ତେ ବିଶ୍ୱାସୀମାନଙ୍କ ନିକଟରେ|”

ଯିରୁଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ଯାହା ଲେଖାଯାଇଥିଲା

“ ଯିରୁଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନେ ଯାହା ଲେଖିଥିଲେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ମଣ୍ଡଳୀସମୂହକୁ ଦୃଢ଼ୀଭୂତ କଲେ

“ପାଉଲ, ଶୀଲା, ଓ ତିମଥି ମଣ୍ଡଳୀସମୂହକୁ ଦୃଢ଼ୀଭୂତ କଲେ|” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)