Door43-Catalog_or_tn/ACT/15/39.md

1.2 KiB

ଘୋର ବିବାଦ

ପାଉଲ ଓ ବର୍ଣ୍ଣବ୍‌ବା ମଧ୍ୟରେ ବୁଝାମଣା କିମ୍ବା ସହମତି ହୋଇ ପାରିଲା ନାହିଁ|

ତେଣୁ ସେମାନେ ପରସ୍ପର ଠାରୁ ପୃଥକ୍ ହେଲେ

“ତେଣୁ ବର୍ଣ୍ଣବ୍‌ବା ଓ ପାଉଲ ପରସ୍ପର ଠାରୁ ପୃଥକ୍ ହେଲେ”

ଆଉ ପରସ୍ପର ଠାରୁ ପୃଥକ୍ ଯାତ୍ରା କଲେ

“ଆଉ ସେମାନେ ପରସ୍ପର ଠାରୁ ପୃଥକ୍ ଯାତ୍ରା କଲେ” (ଦେଖନ୍ତୁ: ଶବ୍ଦର ବିଲୋପ)

ଭାଇମାନଙ୍କ ଦ୍ୱାରା

“ଆନ୍ତିୟଖିଆସ୍ଥ ବିଶ୍ୱାସୀମାନଙ୍କ ଦ୍ୱାରା”

ସୁରିଆ ଓ କିଲିକିଆ ଦେଇ ଗଲେ

ଏଗୁଡ଼ିକ କୁପ୍ରର ଉତ୍ତରରେ ଆସିଆ ମାଇନୋ‌ର୍‌ର ରାଜ୍ୟ ଅଟେ|

ମଣ୍ଡଳୀସମୂହକୁ ସୁସ୍ଥିର କଲେ

“ମଣ୍ଡଳୀକୁ ଆତ୍ମିକ ଭାବେ ଦୃଢ଼ କଲେ”