Door43-Catalog_or_tn/ACT/15/36.md

1.1 KiB

ଆସ ଆମ୍ଭେମାନେ

“ମୁଁ ପରାମର୍ଶ ଦିଏ ଆମ୍ଭେମାନେ”

ଭାଇମାନଙ୍କୁ ସାକ୍ଷାତ କରି

“ସାକ୍ଷାତ” ଅର୍ଥ “ଯତ୍ନ କରିବା” କିମ୍ବା “ଦେଖିବା ଜଣେ କିପରି ସାହାଯ୍ୟ କରିପାରିବା|”

ସେମାନେ କିପରି ଅଛନ୍ତି ଦେଖିବା

“ସେମାନଙ୍କୁ ଦିଆଯାଇଥିବା ସତ୍ୟକୁ ସେମାନେ କିପରି ଧରିଅଛନ୍ତି ଓ ଭାଇମାନଙ୍କ ବର୍ତ୍ତମାନ ପରିସ୍ଥିତି ବିଷୟରେ ଜାଣିବା|”

ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ସେମାନଙ୍କ ସହ ଘେନିଯିବା ପାଇଁ

“ଯୋହନଙ୍କୁ ଯିଏ ମାର୍କ ନାମରେ ଖ୍ୟାତ ପାଉଲ ଓ ଆପଣା (ବର୍ଣ୍ଣବ୍‌ବା) ସାଙ୍ଗରେ ଘେନିଯିବା ପାଇଁ”