Door43-Catalog_or_tn/ACT/15/33.md

1.5 KiB

ଆଉ ସେମାନେ...ସେମାନେ ପ୍ରେରଣ କଲେ

“ସେମାନେ” ଯିହୁଦା ଓ ଶୀଲାଙ୍କୁ ଦର୍ଶାଏ|

କେତେକ କାଳ

“କିଛି ସମୟକାଳ ନିମନ୍ତେ” କିମ୍ବା “କେତେକ ସପ୍ତାହ ନିମନ୍ତେ”

ସେମାନେ ଭାଇମାନଙ୍କଠାରୁ ଶାନ୍ତିରେ ବିଦାୟ ନେଲେ

“ଯେତେବେଳେ ସେମାନେ ପ୍ରସ୍ଥାନ କଲେ ବିଶ୍ୱାସୀମାନେ ବିଦାୟ କହିଲେ”

ଆନ୍ତିୟଖିଆ ମଣ୍ଡଳୀ ଠାରୁ ବନ୍ଧୁ ସ୍ୱରୂପେ ଭାଇମାନଙ୍କ ଠାରୁ ଶାନ୍ତିରେ

ସେମାନଙ୍କୁ ପ୍ରେରଣ କରିଥିବା ଲୋକମାନଙ୍କ ନିକଟକୁ ବାହୁଡ଼ିଯିବାକୁ

“ଯିହୁଦା ଓ ଶୀଲାଙ୍କୁ ପ୍ରେରଣ କରିଥିବା ଯିରୁଶାଲମ ମଣ୍ଡଳୀକୁ”

କିନ୍ତୁ ପାଉଲ ଓ ବର୍ଣ୍ଣବ୍‌ବା ରହିଲେ

“ଯେଉଁ ସମୟରେ ପାଉଲ ଓ ବର୍ଣ୍ଣବ୍‌ବା ରହିଗଲେ”

କେତେକ ପ୍ରାଚୀନ ଅଧିକାରରେ

ଏହା ବିଭିନ୍ନ ପ୍ରାଚୀନ ହସ୍ତଲିପିରେ ଭିନ୍ନତାର ସହ କରୁଥିବା| (ଦେଖନ୍ତୁ: ବାକ୍ୟର ଭିନ୍ନତା)