Door43-Catalog_or_tn/ACT/15/30.md

1.6 KiB

ତେଣୁ ସେମାନେ, ଯେତେବେଳେ ସେମାନେ…ପରେ ସେମାନେ…ସେମାନେ ପାଠ କଲା ପରେ

“ସେମାନେ” ଯିହୁଦା, ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଦର୍ଶାଏ|

ବିଦାୟ ହୋଇ

“ ଯିବା ନିମନ୍ତେ ଅନୁମତି ପାଇ” କିମ୍ବା “ପଠାଯାଇ”

ତଳେ ଆନ୍ତିୟଖିଆକୁ

ସମୁଦ୍ର ପତନ ଠାରୁ ଉଚ୍ଚତା| ଏହାମଧ୍ୟ, ଯିରୁଶାଲମ ଠାରୁ ଦୂରରେ ସମୁଦ୍ର ପତନ ଠାରୁ ଉଚ୍ଚତା କାରଣରୁ ଏହା “ତଳେ” ଥିଲା|

ସେମାନେ ଏହା ପାଠ କରି, ସେମାନେ ଅନନ୍ଦିତ ହେଲେ

“ସେମାନେ” ଏଠାରେ ଆନ୍ତିୟଖିଆସ୍ଥ ବିଜାତି ବିଶ୍ୱାସୀମାନଙ୍କୁ ଦର୍ଶାଏ|

ଭାଇମାନଙ୍କୁ ଉତ୍ସାହ ଦେଲେ

“ଆନ୍ତିୟଖିଆସ୍ଥ ବିଶ୍ୱାସୀମାନଙ୍କୁ ଉତ୍ସାହ ଦେଲେh”

ମଧ୍ୟ ଭାବବାଦୀ ଥିବାରୁ

ଭାବବାଦୀ ହେବା ବିଶେଷ ପ୍ରକାରେ ଈଶ୍ୱରଙ୍କ ଠାରୁ ଅଧିକାର ଏହା ଏହିପରି ଅନୁବାଦ ହୋଇପାରେ “ସେମାନେ ଭାବବାଦୀ ଥିବା କାରଣରୁ” କିମ୍ବା “ଭାବବାଦୀ ହେବାରୁ (ୟୁଡିବୀ)”