Door43-Catalog_or_tn/ACT/15/27.md

1.6 KiB

(ଆନ୍ତିୟଖିଆକୁ ବିଜାତିମାନଙ୍କ ପ୍ରତି ଯିରୁଶାଲମସ୍ଥ ମଣ୍ଡଳୀ ଠାରୁ ପତ୍ର କ୍ରମାଗତ ରହିଛି|)

ଏଣୁ ଆମ୍ଭେମାନେ ଏଣୁ ଯିହୁଦା ଓ ଶୀଲାଙ୍କୁ ପଠାଇଲୁ

“ଏଣୁ ଆମ୍ଭେମାନେ ଯିହୁଦା ଓ ଶୀଲାଙ୍କୁ ପଠାଇଲୁ” କିମ୍ବା “ଏହି କାରଣରୁ ଆମ୍ଭେମାନେ ଯିହୁଦା ଓ ଶୀଲାଙ୍କୁ ପଠାଇଲୁ”

ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହିସମସ୍ତ କଥା ଜଣାଇଦେବେ

“ଆମ୍ଭେମାନେ ଲେଖିଥିବା ସେହିସମସ୍ତ କଥା ବିଷୟରେ ଏମାନେ ଆପେ ବ୍ୟକ୍ତିଗତ ଭାବେ ଜଣାଇଦେବେ”

ରକ୍ତ

ପଶୁର ରକ୍ତ ଖାଇବା ବା ପିଇବା ବିଷୟରେ ଦର୍ଶାଏ| (ଦେଖନ୍ତୁ: ସ୍ପଷ୍ଟ ଅବ୍ୟକ୍ତ ସୂଚନା)

ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ

ପଶୁକୁ ବଧ କରି ତାହାର ରକ୍ତ ନିଷ୍କାସନ କରାଯାଇ ନ ଥାଏ|

ବିଦାୟ

ଏକ ଶେଷ ଅଭିବାଦନ ବା ଅନୁମତି ନେବା ଯାହା ପତ୍ରର ଶେଷରେ ବ୍ୟବହାର କରାଯାଏ| ଏହା ଏହିପରି ଅନୁବାଦ କରାଯାଏ “ଶୁଭ ବିଦାୟ”|