Door43-Catalog_or_tn/ACT/15/24.md

1.1 KiB

(ଆନ୍ତିୟଖିଆକୁ ବିଜାତିମାନଙ୍କ ପ୍ରତି ଯିରୁଶାଲମସ୍ଥ ମଣ୍ଡଳୀ ଠାରୁ ପତ୍ର କ୍ରମାଗତ ରହିଛି|)

କେତେକ ଲୋକ

“କିଛି ଲୋକ”

ଆମ୍ଭେମାନେ ଯେଉଁଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ

ଆମ୍ଭେମାନେ ସେମାନଙ୍କୁ ଏହି ପତ୍ର ଠାରୁ ବାହାରେ ପ୍ରଚାର କରିବାକୁ ସେମାନଙ୍କୁ ପଠାଇ ନାହୁଁ|

ତେଣୁ ଏହା ଆମ୍ଭମାନଙ୍କୁ ବିହିତ ବୋଧ ହେଲା

ଆମ୍ଭେମାନେ ସମସ୍ତେ ସହମତି ହେଲୁ|

ଆମ୍ଭମାନଙ୍କର ପ୍ରିୟପାତ୍ର ବର୍ଣ୍ଣବ୍‌ବା‌ ଓ ପାଉଲ

ଏହା ଏକ ସ୍ନେହ ଓ ଆଦରର ଭାବଭଙ୍ଗୀ ଅଟେ| “ଯାହାଙ୍କୁ ଆମ୍ଭେମାନେ ଅଧିକ ପ୍ରେମ କରୁ” (ୟୁଡିବୀ)