Door43-Catalog_or_tn/ACT/15/22.md

1.4 KiB

ସମାଜଗୃହସମୂହରେ

ଏହି ବକ୍ତବ୍ୟ ପ୍ରେରିତମାନଙ୍କ ଓ ପ୍ରାଚୀନମାନଙ୍କ ସହିତ ସହମତି ହୋଇଥିବା ଯିରୁଶାଲମସ୍ଥ ମଣ୍ଡଳୀର ସଦସ୍ୟମାନଙ୍କୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ, “ସମସ୍ତ ଯିରୁଶାଲମ ମଣ୍ଡଳୀ|” (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର ଓ ଅତ୍ୟୁକ୍ତି)

ବର୍ଶବ୍‌ବା ନାମରେ ଖ୍ୟାତ ଯିହୁଦା

ଯିରୁଶାଲମ ମଣ୍ଡଳୀର ଜଣେ ନେତା|

ଶୀଲା

ଯିରୁଶାଲମ ମଣ୍ଡଳୀର ଜଣେ ନେତା|

ସେମାନଙ୍କୁ ପଠାଇଲେ

“ଯିହୁଦା ଓ ଶୀଲାଙ୍କୁ ପଠାଇଲେ”

ସେମାନେ ଏହା ଲେଖି

“ପ୍ରେରିତମାନେ, ପ୍ରାଚୀନମାନେ ଓ ଯିରୁଶାଲମସ୍ଥ ବିଶ୍ୱାସୀମାନେ ଏହି ବାକ୍ୟଗୁଡ଼ିକ ଲେଖିଲେ”

କିଲିକିଆ

କୁପ୍ର ଦ୍ୱୀପର ଉତ୍ତରରେ ଆସିଆ ମାଇନୋର୍ ଉପକୁଳବର୍ତ୍ତୀ ଏକ ରାଜ୍ୟ ଅଟେ|