Door43-Catalog_or_tn/ACT/15/19.md

2.0 KiB

(ଯାକୁବ କହିଆସୁଅଛନ୍ତି|)

ସେହି ବିଜାତିୟମାନଙ୍କୁ ଆମ୍ଭେମାନେ ଆଉ ଭାରଗ୍ରସ୍ତ କରିବା ନାହିଁ

“ଆମ୍ଭେମାନ ସେହି ବିଜାତିୟମାନଙ୍କୁ ସୁନ୍ନତ୍ ହେବାକୁ ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଆଉ ଭାରଗ୍ରସ୍ତ କରିବା ଉଚିତ୍ ନୁହେଁ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ଆମ୍ଭେମାନେ ଆଉ ଭାରଗ୍ରସ୍ତ କରିବା ଉଚିତ୍ ନୁହେଁ

ଯାକୁବ “ଆମ୍ଭେମାନେ” ରେ ପ୍ରେରିତମାନଙ୍କୁ, ପ୍ରାଚୀନମାନଙ୍କୁ ଓ ସୁନ୍ନତ୍ ପ୍ରାପ୍ତି ଦଳକୁ ଅନ୍ତର୍ଭୁକ୍ତ କରନ୍ତି| (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ପ୍ରତିମା ସମ୍ବନ୍ଧୀୟ ଅଶୁଚିତା…ପରଦାର…ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ…ରକ୍ତ

ପରଦାର, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ, ଓ ରକ୍ତ ପାନ ଅନେକ ସମୟରେ ପ୍ରତିମାମାନଙ୍କୁ ଓ ମିଥ୍ୟା ଦେବତାମାନଙ୍କୁ ଉପାସନା କରିବା ଉତ୍ସବର ଏକ ଅଂଶ ଅଟେ|

ପ୍ରାଚୀନକାଳରୁ ମୋଶାଙ୍କର

“ମୋଶାଙ୍କର” ଏହା ମୋଶାଙ୍କୁ ଦିଆଯାଇଥିବା ଈଶ୍ୱରଙ୍କ ବ୍ୟବସ୍ଥାକୁ ଦର୍ଶାଏ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ତାହାଙ୍କୁ ପ୍ରଚାର ଓ ପାଠ କରାଯାଉଅଛି

“ମୋଶାଙ୍କ ବ୍ୟବସ୍ଥା ପ୍ରଚାର ଓ ପାଠ କରାଯାଉଅଛି”