Door43-Catalog_or_tn/ACT/15/13.md

696 B

ସେମାନେ କଥା ଶେଷ କଲା ଉତ୍ତାରେ

“ବର୍ଣ୍ଣବ୍‌ବା ଓ ପାଉଲ ‌କଥା ଶେଷ କଲା ଉତ୍ତାରେ”

ଲୋକମାନେ

“ଦଳେ ଲୋକ”

ସେମାନଙ୍କ ମଧ୍ୟରୁ ନେଲେ

“ସେମାନଙ୍କ ମଧ୍ୟରୁ ମନୋନୀତ କଲେ”

ଆପଣା ନାମ ନିମନ୍ତେ

ଏହା ଆପଣା ନିମନ୍ତେ ବକ୍ତବ୍ୟ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ନିମନ୍ତେ”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)