Door43-Catalog_or_tn/ACT/15/12.md

473 B

ସମସ୍ତ ଲୋକମାନେ

ଉପସ୍ଥିତ ପ୍ରେରିତମାନେ, ପ୍ରାଚୀନମାନେ, ଓ ଅପରିଚିତ ବିଶ୍ୱାସୀମାନେ|

ଈଶ୍ୱର କର୍ମମାନ ସାଧନ କରିଥିଲେ

“ଈଶ୍ୱର କଲେ”

ସେମାନଙ୍କ ଦ୍ୱାରା

“ସେମାନଙ୍କ” ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଦର୍ଶାଏ|