Door43-Catalog_or_tn/ACT/15/07.md

2.1 KiB

ସେମାନଙ୍କୁ କହିଲେ

“ଉପସ୍ଥିତ ଥିବା ପ୍ରେରିତମାନଙ୍କ ଦଳଙ୍କୁ, ପ୍ରାଚୀନମାନଙ୍କୁ ଓ ଅନ୍ୟ ବିଶ୍ୱାସୀମାନଙ୍କୁ କହିଲେ”

ହେ ଭାଇମାନେ

ନିର୍ଦ୍ଧିଷ୍ଟ ଭାବରେ, ପିତର ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରୁଥିଲେ|

ଭଲ କିଛି ଦିନ ପୂର୍ବେ

“ଅନେକ ଦିନ ପୂର୍ବେ” (ୟୁଡିବୀ)

ଆପଣମାନଙ୍କ ମଧ୍ୟରୁ

ଯିହୁଦୀ ବିଶ୍ୱାସୀମାନଙ୍କ ମଧ୍ୟରୁ

ମୋହର ମୁଖ ଦ୍ୱାରା

ପିତର ଆପଣାକୁ ଦର୍ଶାଇବା ନିମନ୍ତେ ଏହି ବକ୍ତବ୍ୟ ବ୍ୟବହାର କରୁଛନ୍ତି| (ଦେଖନ୍ତୁ ଉପଲକ୍ଷ୍ୟ ଅଳଙ୍କାର)

ବିଜାତିମାନେ ଯେପରି ଶୁଣିବେ

“ବିଜାତିମାନେ ଶୁଣି ପାରିବେ”

ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି

“ବିଜାତିମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି”

ଆଉ ସେ କଲେ

“ଆଉ ଈଶ୍ୱର କଲେ”

କୌଣସି ପ୍ରଭେଦ କଲେ ନାହିଁ

ଯିହୁଦୀ ବିଶ୍ୱାସୀମାନଙ୍କ ମଧ୍ୟରେ ଓ ବିଜାତିୟ ବିଶ୍ୱାସୀମାନଙ୍କ ମଧ୍ୟରେ ଈଶ୍ୱର କୌଣସି ବିଭିନ୍ନତା ଦେଖିଲେ ନାହିଁ ଓ ପ୍ରଭେଦ କଲେ ନାହିଁ|

ଆମ୍ଭମାନଙ୍କ ଓ ସେମାନଙ୍କ ମଧ୍ୟରେ

ପିତର “ଆମ୍ଭମାନଙ୍କ” ଠାରେ ଆପଣା ଶ୍ରୋତାଗଣ ଅନ୍ତର୍ଭୁକ୍ତ କରନ୍ତି (ଦେଖନ୍ତୁ ଅନ୍ତର୍ଭୁକ୍ତ)| “ସେମାନଙ୍କ” ବିଜାତିମାନଙ୍କୁ ଦର୍ଶାଏ|