Door43-Catalog_or_tn/ACT/15/05.md

1.7 KiB

କିନ୍ତୁ

ଲୁକ, ଯେଉଁମାନେ ବିଶ୍ୱାସ କରୁଥିଲେ ସେମାନଙ୍କ ବିପରୀତରେ “କେବଳ ଯୀଶୁଙ୍କ ଠାରେ ପରିତ୍ରାଣ ଅଛି” ଫାରୁଶୀଦଳର କେତେକ ଲୋକ ଯେଉଁମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରୁଥିଲେ ସେମାନେ ଏପର୍ଯ୍ୟନ୍ତ ବିଶ୍ୱାସ କରୁଥିଲେ ଯେ “ପରିତ୍ରାଣ ନିମନ୍ତେ ସୁନ୍ନତ୍ ଆବଶ୍ୟକ ଅଟେ|”

ସୁନ୍ନତ୍ କରିବାକୁ ଓ ସେମାନଙ୍କୁ ଆଜ୍ଞା ଦେବା

“ସେମାନଙ୍କୁ” ଅଣ ଯିହୁଦୀ ବିଶ୍ୱାସୀମାନେ ଯେଉଁମାନେ ପୂର୍ବରୁ ସୁନ୍ନତ୍ ହୋଇ ନ ଥିଲେ|

ବ୍ୟବସ୍ଥା ବଜାଇ ରଖିବାକୁ

“ବ୍ୟବସ୍ଥା ପାଳନ କରିବାକୁ” କିମ୍ବା “ବ୍ୟବସ୍ଥା ଅନୁସରଣ କରିବାକୁ”

ଏହି ବିଷୟ ସ୍ଥିର କରିବା ନିମନ୍ତେ

“ବିଶ୍ୱାସରେ ବିଭିନ୍ନତା ବିଷୟ ଆଲୋଚନା କରିବା ନିମନ୍ତେ|” ଯାହା, ପାଉଲଙ୍କ ସୁସମାଚାର (ଯୀଶୁଙ୍କ ଠାରେ ପରିତ୍ରାଣ) ଓ ଫାରୁଶୀଙ୍କ ସୁସମାଚାର (ସୁନ୍ନତ୍ ଓ ବ୍ୟବସ୍ଥାରେ ପରିତ୍ରାଣ) ଏହି ଦୁଇ ପରିତ୍ରାଣର ବାର୍ତ୍ତା ମଧ୍ୟରେ ବାଦାନୁବାଦ କରିବା ନିମନ୍ତେ|