Door43-Catalog_or_tn/ACT/15/01.md

1.8 KiB

ନିର୍ଦ୍ଧିଷ୍ଟ ଲୋକମାନେ

“କେତେକ ଲୋକ”

ଯିହୁଦା ପ୍ରଦେଶରୁ ତଳକୁ ଆସି

“ତଳକୁ ଆସି” ସମୁଦ୍ର ପତନର ଉଚ୍ଚତାକୁ ଆକ୍ଷରିକ ଭାବରେ ବ୍ୟକ୍ତବ୍ୟ ଅଟେ (ସମୁଦ୍ର ପତନର ଉଚ୍ଚତା ଅନୁସାରେ ଯିହୁଦା ଆନ୍ତିୟଖିଆ ଠାରୁ ଉପରେ ଅବସ୍ଥିତ), ତାହା ଯିହୁଦୀୟ ସମାଜର ଦୃଷ୍ଟିକୋଣରୁ| ଯିହୁଦୀୟ ଦୃଷ୍ଟିକୋଣରୁ ଯିରୁଶାଲମକୁ ଓ ମନ୍ଦିରକୁ ଯାତ୍ରା କରିବା, ଯେପରି ଯିବା “ଉପର”, ଆଉ ଯିରୁଶାଲମକୁ ଓ ମନ୍ଦିରକୁ ଯାତ୍ରା କରିବା, ଯେପରି ଯିବା “ତଳ”.

ଭାଇମାନଙ୍କୁ ଶିକ୍ଷା ଦେଇ

“ଆନ୍ତିୟଖିଆସ୍ଥ ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଇଆସୁଥିଲେ” କିମ୍ବା “ଆନ୍ତିୟଖିଆସ୍ଥ ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଲେ”

ବିଧିବିଧାନ ବିଷୟରେ

“ବିଧିବିଧାନ ଅନୁସାରେ” କିମ୍ବା “ଶିକ୍ଷାର ଅନୁସରଣରେ”

ସେମାନଙ୍କ ସାଙ୍ଗରେ

“ଯିହୁଦାର ଲୋକମାନଙ୍କ ସାଙ୍ଗରେ”

ଯିରୁଶାଲମକୁ ଯାଆନ୍ତୁ

(ଉପରେ ଥିବା ଟିପ୍ପଣୀ ଦେଖନ୍ତୁ “ତଳକୁ ଆସିଲେ...”)

ଏହି ପ୍ରଶ୍ନ

“ଏହି ବିଷୟ”