Door43-Catalog_or_tn/ACT/14/27.md

1.8 KiB

ଯେତେବେଳେ ସେମାନେ ପହଞ୍ଚିଲେ

“ଯେତେବେଳେ ପାଉଲ ଓ ବର୍ଣ୍ଣବ୍‌ବା ପହଞ୍ଚିଲେ”

ଈଶ୍ୱର ସେମାନଙ୍କ ସଙ୍ଗେ ଥାଇ କାର୍ଯ୍ୟ କରିଥିଲେ

“ଈଶ୍ୱର ପାଉଲ ଓ ବର୍ଣ୍ଣବ୍‌ବାଙ୍କ ଦେଇ କାର୍ଯ୍ୟ କରିଥିଲେ”

ସେ କିପରି

“ଈଶ୍ୱର କିପରି”

ସେ ବିଜାତିମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇ ଦେଇଥିଲେ

ଏହି ଉଦାହରଣ ଏହିପରି ଅନୁବାଦ କରାଯାଇପାରେ “ବିଶ୍ୱାସ କରିବାକୁ ଈଶ୍ୱର ବିଜାତିମାନଙ୍କ ନିମନ୍ତେ ଏକ ପଥ ପ୍ରସ୍ତୁତ କରିଥିଲେ,” କିମ୍ବା “ବିଶ୍ୱାସ କରିବାକୁ ଈଶ୍ୱର ବିଜାତିମାନଙ୍କ ନିମନ୍ତେ ଏହା ସମ୍ଭବ କଲେ” କିମ୍ବା “ଈଶ୍ୱର ବିଜାତିମାନଙ୍କୁ ସୁଯୋଗ ଦେଲେ ବିଶ୍ୱାସ କରିବାକୁ|” ଯେପରି ଏକ ବ୍ୟକ୍ତି ବନ୍ଦ ଦ୍ୱାର ଦେଇ ଯାଇପାରିବ ନାହିଁ, ଯଦି କେହି ଏହା ଖୋଲା ନ କରେ, ସେହିପରି ବିଜାତିମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ କରି ପାରିବେ ନାହିଁ ଯଦି ଈଶ୍ୱର ଏହା ସମ୍ଭବ କରିବେ ନାହିଁ| (ଦେଖନ୍ତୁ: ଉଦାହରଣ)

ସେମାନେ ରହିଲେ

“ପାଉଲ ଓ ବର୍ଣ୍ଣବ୍‌ବା ରହିଲେ”