Door43-Catalog_or_tn/ACT/14/23.md

1.8 KiB

ଯେତେବେଳେ ସେମାନେ ସେମାନଙ୍କ ନିମନ୍ତେ ନିଯୁକ୍ତ କଲେ

“ଯେତେବେଳେ ପାଉଲ ଓ ବର୍ଣ୍ଣବ୍‌ବା ବିଶ୍ୱାସୀମାନଙ୍କ ନୂତନ ଦଳ ନିମନ୍ତେ ପ୍ରାଚୀନମାନଙ୍କୁ ନିଯୁକ୍ତ କଲେ|”

ସେମାନେ ସେମାନଙ୍କୁ ବିଶ୍ୱାସପୂର୍ବକ ସମର୍ପଣ କଲେ

“ପାଉଲ ଓ ବର୍ଣ୍ଣବ୍‌ବା ସେମାନେ ନିଯୁକ୍ତ କରିଥିବା ପ୍ରାଚୀନମାନଙ୍କୁ ବିଶ୍ୱାସପୂର୍ବକ ସମର୍ପଣ କଲେ”

ଯାହାଙ୍କ ଠାରେ ସେମାନେ ବିଶ୍ୱାସ କରିଥିଲେ

“ ଯାହାଙ୍କ ଠାରେ ନୂତନ ବିଶ୍ୱାସୀମାନେ ବିଶ୍ୱାସ କରିଥିଲେ.”

ସେମାନେ ଆଗେଇ...ଯେତେବେଳେ ସେମାନେ ପ୍ରଚାର କଲେ... ସେମାନେ ଗଲେ...ସେଠାରୁ ସେମାନେ ଜାହାଜରେ ଯାତ୍ରା କଲେ...ଯେଉଁଠାରେ ସେମାନେ...ଯାହା ବର୍ତ୍ତମାନ ସେମାନେ ସମ୍ପୂର୍ଣ୍ଣ କଲେ

“ସେମାନେ” ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଦର୍ଶାଏ

ଯେଉଁଠାରେ ସେମାନେ ଈଶ୍ୱରଙ୍କ ଅନୁଗ୍ରହରେ ସମର୍ପିତ ହେଲେ

“ଯେଉଁଠାରେ ଆନ୍ତିୟଖିଆର ଲୋକମାନେ ପ୍ରାର୍ଥନା କଲେ ଯେ ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଈଶ୍ୱର ଯତ୍ନ ନିଅନ୍ତୁ ଓ ସୁରକ୍ଷା ଦିଅନ୍ତୁ”