Door43-Catalog_or_tn/ACT/14/19.md

731 B

ଲୋକସମୂହଙ୍କୁ ପ୍ରବର୍ତ୍ତାଇଲେ

“ଲୋକସମୂହଙ୍କୁ ପାଉଲଙ୍କ ବିରୁଦ୍ଧରେ ଶତ୍ରୁତା କରାଇଲେ”

ତାହାଙ୍କୁ ଘେରି...ସେ ଠିଆ ହୁଅନ୍ତେ...ସେ ବାହାରିଗଲେ

ପାଉଲଙ୍କୁ ଦର୍ଶାଏ

ନଗର ମଧ୍ୟରେ ପ୍ରବେଶ କଲେ

“ପାଉଲ ବିଶ୍ୱାସୀମାନଙ୍କ ସହିତ ଲୁସ୍ତ୍ରାରେ ପୂନର୍ବାର ପ୍ରବେଶ କଲେ”

ସେ ଦର୍ବୀକୁ ବାହାରିଗଲେ

“ପାଉଲ ଦର୍ବୀକୁ ବାହାରିଗଲେ”