Door43-Catalog_or_tn/ACT/14/17.md

1.7 KiB

(ପାଉଲ ଓ ବର୍ଣ୍ଣବ୍‌ବା ସେମାନଙ୍କୁ ପରାମର୍ଶ ଦେଇଆସୁଅଛନ୍ତି|)

ସେ ଆପଣାକୁ ସାକ୍ଷ୍ୟବିହୀନ କରି ରଖି ନାହାନ୍ତି

“ଈଶ୍ୱର ଆପଣାକୁ ସାକ୍ଷ୍ୟବିହୀନ କରି ରଖି ନାହାନ୍ତି”

ତଥାପି

ଏହା ଏହିପରି ଅନୁବାଦ କରାଯାଇପାରେ “ସେହି ସତ୍ୟ ଦ୍ୱାରା ସେ ପ୍ରମାଣ ଦେଇଅଛନ୍ତି|”

ଆପଣମାନଙ୍କୁ ଦେଇଅଛନ୍ତି...ଆପଣମାନଙ୍କ ହୃଦୟ ପରିପୂର୍ଣ୍ଣ କରିଅଛନ୍ତି

ପାଉଲ “ଆପଣମାନଙ୍କ” ରେ ସମ୍ପୂର୍ଣ୍ଣ ଶ୍ରୋତାଗଣଙ୍କୁ ଦର୍ଶାଉଛନ୍ତି|

ଭକ୍ଷ୍ୟ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିପୂର୍ଣ୍ଣ କରିଅଛନ୍ତି

“ଖାଇବାକୁ ଯଥେଷ୍ଟ ଖାଦ୍ୟ ଓ ଆନନ୍ଦ ହେବା ନିମନ୍ତେ ସମସ୍ତ ବିଷୟ ଆପଣମାନଙ୍କୁ ଦେଇଅଛନ୍ତି”

ପାଉଲ ଓ ବର୍ଣ୍ଣବ୍‌ବା ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ

ଲୋକସମୂହ ପ୍ରାୟ ପାଉଲ ଓ ବର୍ଣ୍ଣବ୍‌ବାଙ୍କ ଉଦ୍ଦେଶ୍ୟରେ ବଳଦ ବଳିଦାନ କରିଥିଲେ| (ଦେଖନ୍ତୁ: ଲିଟୋଟ୍‌ସ)