Door43-Catalog_or_tn/ACT/14/14.md

1.9 KiB

ପ୍ରେରିତମାନେ

ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ “ପ୍ରେରିତମାନେ” ବୋଲି ଦ୍ୱାଦଶ ପ୍ରେରିତଙ୍କ ସହ ସେମାନଙ୍କୁ ସମାନ୍ତର କରି ଲୁକ କହୁଅଛନ୍ତି| (ଦେଖନ୍ତୁ: ପଦ ୧୪:୦୪)

ହେ ମହାଶୟମାନେ, ଆପଣମାନେ କାହିଁକି ଏହିସମସ୍ତ କରୁଅଛନ୍ତି?

ପାଉଲ ଓ ବର୍ଣ୍ଣବ୍‌ବା ଲୋକମାନଙ୍କୁ ସେମାନଙ୍କ ଉଦ୍ଦେଶ୍ୟରେ ବଳି ଦେବାକୁ ଚେଷ୍ଟା କରିବା ନିମନ୍ତେ ଅନୁଯୋଗ କରୁଛନ୍ତି| ଏହା ଏହିପରି କୁହାଯାଇପାରେ, “ହେ ମହାଶୟମାନେ, ଆପଣମାନେ ଏହିସମସ୍ତ କରନ୍ତୁ ନାହିଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରତ୍ୟେକ ପ୍ରକାରେ ଆପଣଙ୍କ ସଦୃଶ୍ୟ|”

ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୁଅ

“ଏହିସବୁ ମୂଲ୍ୟହୀନ ପ୍ରତିମାକୁ ଉପାସନା କରିବା ବନ୍ଦ କରନ୍ତୁ” କିମ୍ବା “ଏହିସବୁ ମିଥ୍ୟା ଦେବତାମାନକୁ ଉପାସନା କରିବା ବନ୍ଦ କରନ୍ତୁ”

ଜୀବନ୍ତ ଈଶ୍ୱରଙ୍କ

“ ପରିବର୍ତ୍ତେ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବା”

ପଥରେ ଚାଲିବାକୁ

“ତାହା ଅନୁସାରେ ଜିବନଯାପନ କରିବାକୁ”