Door43-Catalog_or_tn/ACT/14/11.md

1.8 KiB

ଉଚ୍ଚ ସ୍ୱରରେ କହିଲେ

“ଉତ୍ତେଜିତ ଭାବରେ ଉଚ୍ଚ ଧ୍ୱନି କଲେ” (ୟୁଡିବୀ)

ଦେବତାମାନେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇଆସିଅଛନ୍ତି

ଏକ ବୃହତ୍ ସଂଖ୍ୟାର ଲୋକମାନେ ପାଉଲ ଓ ବର୍ଣ୍ଣବ୍‌ବାକୁ ବିଶ୍ୱାସ କଲେ ଯେ ସେମାନଙ୍କ ପାଗାନ୍ ଦେବତା ଆକାଶରୁ ବା ସ୍ୱର୍ଗରୁ ଓହ୍ଲାଇଆସିଅଛନ୍ତି| ଏହା ଏହିପରି ଅନୁବାଦ କରାଯାଇପାରେ “ଦେବତାମାନେ ଆକାଶରୁ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇଆସିଅଛନ୍ତି”| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ମନୁଷ୍ୟ ରୂପରେ

ଏହି ଲୋକମାନେ ବିଶ୍ୱାସ କଲେ ଯେ ଦେବତାମାନେ ଦୃଶ୍ୟମାନ ଭାବରେ ସମ୍ପୂର୍ଣ୍ଣ ଭାବେ ମନୁଷ୍ୟ ହୋଇ ନ ପାରନ୍ତି|

କାରଣ ସେ ଥିଲେ

“କାରଣ ପାଉଲ ଥିଲେ”

ବଳଦ ଓ ପୁଷ୍ପହାର

ପଶୁଗୁଡ଼ିକ ବଳି ଦେବା ନିମନ୍ତେ ଓ ପୁଷ୍ପହାରଗୁଡ଼ିକ ହୋଇପାରେ ପାଉଲ ଓ ବର୍ଣ୍ଣବ୍‌ବାଙ୍କ ମୁକୁଟ ନିମନ୍ତେ କିମ୍ବା ବଳି ନିମନ୍ତେ ରଖାଯାଇଥିବା ପଶୁମାନଙ୍କୁ ପିନ୍ଧାଇବା ନିମନ୍ତେ ଥିଲା|

ସେ ଓ ଲୋକସମୂହ

“ଯାଜକ ଓ ଲୋକସମୂହ” (ୟୁଡିବୀ)