Door43-Catalog_or_tn/ACT/14/08.md

733 B

ସେ ତାହାକୁ କହିଲେ

“ପାଉଲ ଖଞ୍ଜ ବ୍ୟକ୍ତିକୁ କହିଲେ”

ସେ ଆପଣା ମାତୃଗର୍ଭରୁ ଖଞ୍ଜ, ଯିଏ କେବେ ଚାଲି ନ ଥିଲା

“ଯିଏ ଜନ୍ମରୁ ଖଞ୍ଜ, ଚାଲି ପାରୁ ନ ଥିଲା|”

ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁଲେ

“ପାଉଲ ତାହାକୁ ସିଧାସଳଖ ଦେଖିଲେ”

ଦେଖିଲେ ଯେ ସେ

“ଦେଖିଲେ ଯେ ସେହି ଖଞ୍ଜ ବ୍ୟକ୍ତି”

ଭଲ ହେବା ନିମନ୍ତେ

“ସୁସ୍ଥ ହେବା ନିମନ୍ତେ”