Door43-Catalog_or_tn/ACT/14/05.md

1.2 KiB

ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ପ୍ରବର୍ତ୍ତାଇଲେ

“ଇକନିୟର ଅଧ୍ୟକ୍ଷମାନଙ୍କୁ ମନାଇଲେ”

ସେମାନେ ତାହା ଜାଣି ପାରିଲେ

“ପାଉଲ ଓ ବର୍ଣ୍ଣବ୍‌ବା ସେମାନଙ୍କୁ କ୍ଷତି କରିବା ଯୋଜନା ଜାଣି ପାରିଲେ”

ଲୁକାୟନିଆ

ଆସିଆ ମାଇନରର ଏକ ରାଜ୍ୟ ଅଟେ|

ଲୁସ୍ତ୍ରା

ଆସିଆ ମାଇନରର ଏକ ନଗର ଯାହା ଲୁକାୟନିଆର ଦକ୍ଷିଣ ଓ ଦର୍ବୀର ଉତ୍ତରରେ ଅବସ୍ଥିତ|

ଦର୍ବୀ

ଆସିଆ ମାଇନରର ଏକ ନଗର ଯାହା ଲୁକାୟନିଆ ଓ ଲୁସ୍ତ୍ରାର ଦକ୍ଷିଣରେ ଅବସ୍ଥିତ|

ଆଉ ସେଠାରେ ସେମାନେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ

“ଆଉ ସେଠାରେ ପାଉଲ ଓ ବର୍ଣ୍ଣବ୍‌ବା ସୁସମାଚାର ପ୍ରଚାର କରିବାକୁ ଲାଗିଲେ”