Door43-Catalog_or_tn/ACT/14/03.md

2.2 KiB

ତେଣୁ ସେମାନେ ସେସ୍ଥାନରେ ରହିଲେ

ପାଉଲ ଓ ବର୍ଣ୍ଣବ୍‌ବା ଅନେକ ବିଶ୍ୱାସୀମାନଙ୍କ ନିମନ୍ତେ ଇକନିୟରେ ରହିଲେ| “ତେଣୁ” କୁ ବାଦ୍ ଦିଆଯାଇପାରେ ଯଦି ବାକ୍ୟ ଅସ୍ପଷ୍ଟ ହେଉଅଛି|

ସେ ସାକ୍ଷ୍ୟ ଦେଲେ

“ପ୍ରଭୁ ସାକ୍ଷ୍ୟ ଦେଲେ”

ଆପଣା ଅନୁଗ୍ରହବାକ୍ୟ ସପକ୍ଷରେ

“ପ୍ରଭୁଙ୍କ ଅନୁଗ୍ରହବାକ୍ୟ ସପକ୍ଷରେ”

ଅନୁଗ୍ରହବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ

“ବାକ୍ୟ ଯାହା ସତ୍ୟ ତାହା ସପକ୍ଷରେ ସାକ୍ଷ୍ୟ ଦେଲେ”

ପାଉଲ ଓ ବର୍ଣ୍ଣବ୍‌ବାଙ୍କ ହସ୍ତ ଦ୍ୱାରା

ଏହା ଏକ ବକ୍ତବ୍ୟ ଅଟେ ଯାହା ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଦର୍ଶାଏ| (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର)

ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କଲେ

ଯୀଶୁ, ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରିବା ନିମନ୍ତେ ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଯୋଗ୍ୟ କଲେ| ଏହିପରି ଅନୁବାଦ କରାଯାଇପାରେ “ଅନେକ ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ସେମାନଙ୍କୁ ଯୋଗ୍ୟ କଲେ” (ୟୁଡିବୀ)|

ପକ୍ଷରେ

“ସାହାର୍ଯ୍ୟରେ” କିମ୍ବା “ସହଯୋଗରେ”

ପ୍ରେରିତମାନଙ୍କ ପକ୍ଷରେ

ଏହି ନିର୍ଦ୍ଧିଷ୍ଟ ଘଟଣାରେ ଲୁକ ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ପ୍ରେରିତ ରୂପେ ଦର୍ଶାଉଅଛନ୍ତି, ଦ୍ୱାଦଶ ପ୍ରେରିତଙ୍କ ସମତୁଲ୍ୟ ସେମାନଙ୍କୁ ରଖୁଛନ୍ତି|