Door43-Catalog_or_tn/ACT/14/01.md

777 B

ଇକନିୟରେ ମଧ୍ୟ ସେହି ପ୍ରକାର ଘଟିଲା

“ସେହି ସମାନ ବିଷୟ ଇକନିୟରେ ଘଟିଲା”

କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ବିଜାତିମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଲେ

“କିନ୍ତୁ ଅନାଜ୍ଞାକାରୀ ଯିହୁଦୀମାନେ ବିଜାତିମାନଙ୍କ ମନକୁ ଫେରାଇ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ବିରୋଧ ଭାବ ଜନ୍ମାଇଲେ”