Door43-Catalog_or_tn/ACT/13/46.md

2.5 KiB

ପ୍ରଥମେ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା

“ଈଶ୍ୱରଙ୍କ ବାକ୍ୟ ପ୍ରଥମେ ଆପଣମାନଙ୍କ ନିକଟରେ ଆମ୍ଭେମାନେ କହୁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ପ୍ରଥମେ ଆପଣମାନଙ୍କ ନିକଟରେ କୁହାଯିବା ଆବଶ୍ୟକ ଥିଲା

“ପ୍ରଥମେ ଯିହୁଦୀ ଯେ ଆପଣମାନେ ଆପଣମାନଙ୍କ ନିକଟରେ କୁହାଯିବା ଆବଶ୍ୟକ ଥିଲା”

ଆପଣମାନେ ଏହା ଆପଣାମାନଙ୍କ ଠାରୁ ଦୁର କରିବା ଦେଖି

“ଯିହୁଦୀ ଯେ ଆପଣମାନେ ଏହାକୁ ଅଗ୍ରାହ୍ୟ କରୁଥିବା ଦେଖି”

ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ

ଯିହୁଦୀ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନ ପାଇବାର, ପାଉଲଙ୍କ ଏହି ପ୍ରଚାରକୁ ଅଗ୍ରାହ୍ୟ କଲେ|

ଆମ୍ଭେମାନେ ଫେରିଲୁ

“ଆମ୍ଭେମାନେ” ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଦର୍ଶାଏ ଏବଂ ଉପସ୍ଥିତ ଥିବା ଲୋକମାନଙ୍କୁ ନୁହେଁ| (ଦେଖନ୍ତୁ: ବହିର୍ଭୁକ୍ତ)

ଆମ୍ଭେ ବିଜାତିମାନଙ୍କର ଆଲୋକ ସ୍ୱରୂପ ତୁମ୍ଭକୁ ସ୍ଥାପନ କରିଅଛୁ

ଏହି ଉଲ୍ଲେଖ ପୁରାତନ ନିୟମ ଠାରୁ ନିଆଯାଇଛି ଯେଉଁଠାରେ “ଆମ୍ଭେ” ଈଶ୍ୱର ଅଟନ୍ତି ଓ “ତୁମ୍ଭେ” ବାସ୍ତବରେ ମସୀହା ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଏ| ପାଉଲ ବର୍ଣ୍ଣନା କରନ୍ତି କିପରି ଏହି ଉଲ୍ଲେଖ ଆପଣାକୁ ଓ ବର୍ଣ୍ଣବ୍‌ବାଙ୍କ ନିମନ୍ତେ ମଧ୍ୟ ପ୍ରୟୋଗ କଲେ, ଯେରୂପେ ସେମାନେ ବିଜାତିୟମାନଙ୍କୁ ସୁଦ୍ଧା ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ|