Door43-Catalog_or_tn/ACT/13/40.md

1.7 KiB

(ପାଉଲ କହିଆସୁଅଛନ୍ତି|)

ଭାବବାଦୀମାନଙ୍କ ଶାସ୍ତ୍ରରେ ସେହିସବୁ କୁହାଯାଇଛି

“ଭାବବାଦୀମାନଙ୍କ ଶାସ୍ତ୍ରରେ ଯାହା କୁହାଯାଇଛି”

ଆପଣମାନଙ୍କ ପ୍ରତି ଘଟିବ

“ଆପଣମାନଙ୍କ” ସମାଜଗୃହରେ ଥିବା ଶ୍ରୋତାଗଣଙ୍କୁ ଦର୍ଶାଏ|

’ଦେଖ, ହେ ତୁଚ୍ଛଜ୍ଞାନକରିବା ଲୋକମାନେ

“ସାବଧାନ, ଯେଉଁମାନେ ଘୃଣା କରୁଅଛ” କିମ୍ବା “ସାବଧାନ, ଯେଉଁମାନେ ମୋତେ ଉପହାସ କରୁଅଛ”

ଆଉ ପରେ ନଷ୍ଟ ହୁଅ

“ଆଉ ପରେ ମୃତ୍ୟୁଭୋଗ କର”|

ଯେଣୁ ଆମ୍ଭେ

“ଆମ୍ଭେ” ଈଶ୍ୱରଙ୍କୁ ଦର୍ଶାଏ|

ଗୋଟିଏ କାର୍ଯ୍ୟ ସାଧନ କରୁଅଛୁ

“କିଛି ବିଷୟ କରୁଅଛୁ” କିମ୍ବା “ଗୋଟିଏ କାର୍ଯ୍ୟ କରୁଅଛୁ”

ତୁମ୍ଭମାନଙ୍କ ସମୟରେ

“ତୁମ୍ଭମାନଙ୍କ ଜୀବନ କାଳ ମଧ୍ୟରେ”

ଏକ କାର୍ଯ୍ୟ ଯାହା

“କିଛି ବିଷୟ ମୁଁ କରୁଅଛି ଯାହା”

ଯଦି କେହି ସେହି କାର୍ଯ୍ୟ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ

“ଯଦି କେହି ଏହା ବିଷୟରେ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ”