Door43-Catalog_or_tn/ACT/13/32.md

2.1 KiB

(ପାଉଲ କହିଆସୁଅଛନ୍ତି|)

ଆଉ, ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ

“ଆଉ, ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ନିକଟରେ ଈଶ୍ୱରଙ୍କ କୃତ ପ୍ରତିଜ୍ଞା ବିଷୟରେ”

ଈଶ୍ୱର ସେହି ପ୍ରତିଜ୍ଞାସମୂହ ନିଜ ଅଧିକାରରେ ରଖିଅଛନ୍ତି କରିଅଛନ୍ତି

“ଈଶ୍ୱର ଏହି ପ୍ରତିଜ୍ଞାସମୂହ ସଫଳ କରିଅଛନ୍ତି”

ସେମାନଙ୍କ ସନ୍ତାନ ଯେ ଆମ୍ଭେମାନେ

“ଆମ୍ଭମାନଙ୍କ ନିମନ୍ତେ, ଯେଉଁମାନେ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ସନ୍ତାନ ଅଟୁ,”

ସେ ଯେ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି

“ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇବା ଦ୍ୱାରା”

ଏହା ମଧ୍ୟ ଯାହା ଲେଖାଅଛି

“ଏହି ସତ୍ୟ ମଧ୍ୟ ଲେଖାଅଛି”

ସେହି ସତ୍ୟ ବିଷୟରେ ଯାହା ସେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ପୁଣି ତାହାଙ୍କ ଶରୀର ଯେ କ୍ଷୟ ପାଇବ ନାହିଁ, ସେ ଏହିପ୍ରକାର କହିଅଛନ୍ତି

ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇବା ବିଷୟରେ ଯେପରି ଯୀଶୁଙ୍କ ଶରୀର କ୍ଷୟ ପାଇବ ନାହିଁ, ଈଶ୍ୱର ଏହି ବାକ୍ୟସମୂହ କହିଲେ “

ପବିତ୍ର ଓ ଅଟଳ ଆଶୀର୍ବାଦସବୁ

“ପବିତ୍ର ଓ ସ୍ଥିର ଆଶୀର୍ବାଦସବୁ”