Door43-Catalog_or_tn/ACT/13/30.md

588 B

(ପାଉଲ କହିଆସୁଅଛନ୍ତି|)

କିନ୍ତୁ ଈଶ୍ୱର ତାହାଙ୍କୁ ଉଠାଇଲେ

“କିନ୍ତୁ ଈଶ୍ୱର ଯୀଶୁଙ୍କୁ ଉଠାଇଲେ”

ସେ ଦେଖାଦେଲେ

“ଯୀଶୁ ଦେଖାଦେଲେ”

ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ

“ବର୍ତ୍ତମାନ ଲୋକମାନଙ୍କ ନିକଟରେ ଯୀଶୁଙ୍କର ସାକ୍ଷ୍ୟ ଦେଉଅଛନ୍ତି”