Door43-Catalog_or_tn/ACT/13/23.md

1.4 KiB

(ପାଉଲ କହିଆସୁଅଛନ୍ତି|)

ତାଙ୍କ ବଂଶରୁ

“ଦାଉଦଙ୍କ ବଂଶରୁ”

ଯେପରି ସେ ପ୍ରତିଜ୍ଞା କରିଥିଲେ କରିବାକୁ

“ଯେପରି ଈଶ୍ୱର ପ୍ରତିଜ୍ଞା କରିଥିଲେ ସେ କରିବାକୁ”

ମନପରିବର୍ତ୍ତନର ବାପ୍ତିସ୍ମ

“ବାପ୍ତିସ୍ମ ଯାହା ମନପରିବର୍ତ୍ତନକୁ ସୂଚ଼ାଏ”

ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ?

ବାପ୍ତିଜକ ଯୋହନ ଏହି ପ୍ରଶ୍ନ ପଚାରୁଛନ୍ତି ଯେତେବେଳେ ସେ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି ଯେ, ସେ କିଏ ବୋଲି ସେମାନେ ଚିନ୍ତା କରି ପାଆନ୍ତୁ| ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି, “ଚିନ୍ତା କରନ୍ତୁ ଯେ, ମୁଁ କିଏ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)|

ଯାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ

“ତାହାଙ୍କ ପାଦର ପାଦୁକା ମଧ୍ୟ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ”