Door43-Catalog_or_tn/ACT/13/19.md

1.1 KiB

(ପାଉଲ କହିଆସୁଅଛନ୍ତି)

ସେ ଏହା କଲା ପରେ

ଈଶ୍ୱର ଏହା କଲା ପରେ

ସେ ଆମ୍ଭମାନଙ୍କ ଲୋକମାନଙ୍କୁ ଦେଲେ

“ଈଶ୍ୱର ପାଉଲଙ୍କ ଲୋକମାନଙ୍କୁ ଦେଲେ” କିମ୍ବା “ଈଶ୍ୱର ଇସ୍ରାଏଲୀୟ ଲୋକମାନଙ୍କୁ ଦେଲେ”

ସେମାନଙ୍କ ଦେଶ

“ଇସ୍ରାଏଲୀୟ ଲୋକମାନଙ୍କ ନିଜ ଦେଶ”

ପ୍ରାୟ ଚାରିଶ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ପର୍ଯ୍ୟନ୍ତ ଅଧିକାର କଲେ

“ଚାରିଶ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ସେଠାରେ ରହିଲେ”

ଈଶ୍ୱର ସେମାନଙ୍କୁ ଦେଲେ

“ଈଶ୍ୱର ଇସ୍ରାଏଲୀୟ ଲୋକମାନଙ୍କୁ ଦେଲେ”

ଭାବବାଦୀ ଶାମୁୟେଲଙ୍କ ପର୍ଯ୍ୟନ୍ତ

“ଭାବବାଦୀ ଶାମୁୟେଲଙ୍କ ସମୟ ପର୍ଯ୍ୟନ୍ତ”