Door43-Catalog_or_tn/ACT/13/13.md

2.2 KiB

ବର୍ତ୍ତମାନ

ଏହା ବିବରଣୀର ଏକ ନୂତନ ଅଂଶର ଆରମ୍ଭ ଅଟେ| (ଦେଖନ୍ତୁ: କଥୋପକଥୋନର ସୂଚନା)|

ପାଉଲ ଓ ତାଙ୍କ ସଙ୍ଗୀମାନେ ପାଫୋରୁ ଜଳଯାତ୍ରା କଲେ

“ପାଉଲ ଓ ତାଙ୍କ ସଙ୍ଗେ ଯେଉଁମାନେ ଥିଲେ ନୌକା ଦ୍ୱାରା ପାଫୋ ଠାରୁ ଜଳଯାତ୍ରା ଆରମ୍ଭ କଲେ|” ଏହି ବନ୍ଧୁମାନେ ହେଲେ ବର୍ଣ୍ଣବ୍‌ବା ଓ ମାର୍କ|

କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କଲେ

“କିନ୍ତୁ ଯୋହନମାର୍କ, ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ପରିତ୍ୟାଗ କଲେ”

ପଂଫୂଲିଆର ପର୍ଗୀକୁ ଆସିଲେ

“ପର୍ଗୀକୁ ପହଞ୍ଚିଲେ ଯାହା ପଂଫୂଲିଆରେ ଅବସ୍ଥିତ ଅଟେ”

ପୁଣି, ବ୍ୟବସ୍ଥା ଓ ଶାସ୍ତ୍ରପାଠ ପରେ

ଏହା ଏକ ବକ୍ତବ୍ୟ ଅଟେ ଏହା ନିମନ୍ତେ, “କେହିଜଣେ ଭାବବାଦୀ ସମ୍ବନ୍ଧୀୟ ପୁସ୍ତକ ଓ ବ୍ୟବସ୍ଥା ସମ୍ବନ୍ଧୀୟ ପୁସ୍ତକ ପାଠ କଲା ପରେ|” (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)

ସେମାନଙ୍କ ନିକଟକୁ ଏହା କହି ପଠାଇଲେ

“ଜଣଙ୍କୁ କହିଲେ ପାଉଲ ଓ ତାହାଙ୍କ ସଙ୍ଗୀମାନଙ୍କ ସହ କଥା ହେବା ପାଇଁ”

ଯଦି ଆପଣମାନଙ୍କର କୌଣସି ଉପଦେଶ କଥା ଅଛି

“ଯଦି ଆପଣମାନଙ୍କ ମଧ୍ୟରୁ କାହାର କୌଣସି ଉତ୍ସାହଜନକ ବାକ୍ୟ ଅଛି”

ତେବେ ଏହା କହନ୍ତୁ

“ଦୟାକରି ଏହା କହନ୍ତୁ” କିମ୍ବା “ଦୟାକରି ଆମ୍ଭମାନଙ୍କୁ ଏହା କହନ୍ତୁ”