Door43-Catalog_or_tn/ACT/13/09.md

3.0 KiB
Raw Permalink Blame History

ଶାଉଲ, ଯାହାଙ୍କୁ ପାଉଲ ମଧ୍ୟ କହନ୍ତି

“ଯାହାଙ୍କୁ ଲୋକମାନେ ପାଉଲ ମଧ୍ୟ କହନ୍ତି” କିମ୍ବା “ଯିଏ ଆପଣାକୁ ପାଉଲ ମଧ୍ୟ କହନ୍ତି (ୟୁଡିବୀ)”| (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେ ତାକୁ ନିରୀକ୍ଷଣ କଲେ

“ଶାଉଲ ସେହି ଅଲ୍ଲିମା ମାୟାବୀକୁ ଏକ ଲକ୍ଷରେ ଚାହିଁଲେ”

ଶୟତାନର ସନ୍ତାନ, ତୁମ୍ଭେ

“ସନ୍ତାନ” ଏକ ରୂଢ଼୍ୟୋକ୍ତି ଅଟେ କିଛି ଦେଖାଯିବା ପରି| ଏହା ଏହିପରି ଅନୁବାଦ କରାଯାଇପାରେ ୧) “ତୁମ୍ଭେ ଶୟତାନର ସନ୍ତାନ” କିମ୍ବା ) “ତୁମ୍ଭେ ଶୟତାନ ସଦୃଶ୍ୟ” କିମ୍ବା ୩) “ତୁମ୍ଭେ ଶୟତାନ ସଦୃଶ୍ୟ ବ୍ୟବହାର କରୁଅଛ”| (ଦେଖନ୍ତୁ: ରୂଢ଼୍ୟୋକ୍ତି)

ତୁମ୍ଭେ ସମସ୍ତ ପ୍ରକାର ଛଳ ଓ ଧୂର୍ତ୍ତତାରେ ପରିପୂର୍ଣ୍ଣ

“ମିଥ୍ୟା ବ୍ୟବହାର କରି ଯାହା ସତ୍ୟ ନୁହେଁ ତାହା ଅନ୍ୟମାନେ ବିଶ୍ୱାସ କରନ୍ତୁ ବୋଲି ତୁମ୍ଭେ ସର୍ବଦା ଇଛା କରିଥାଅ ”

ଧୂର୍ତ୍ତତା

ଏହି ପୃଷ୍ଠଭୂମିରେ ଏହାର ଅର୍ଥ ଆଳସ୍ୟ ହେବା ଓ ଈଶ୍ୱରଙ୍କ ନିୟମକୁ ପାଳନ କରିବା ନିମନ୍ତେ ଉଦ୍ୟତ ନ ହେବା|

ଆଉ ତୁମ୍ଭେ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ

ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ?

ପାଉଲ ମାୟାବୀକୁ ଶୟତାନର ଅନୁସରଣ କରିବା ନିମନ୍ତେ ଭର୍ତ୍ସନା କରୁଛନ୍ତି| ଏହା ଏହିପରି ବ୍ୟକ୍ତ କରାଯାଇପାରେ “ଏହି ସତ୍ୟ ପ୍ରଭୁ ଈଶ୍ୱର ମିଥ୍ୟା ଅଟନ୍ତି ବୋଲି କହିବା ତୁମ୍ଭେ ବନ୍ଦ କର|” (ୟୁଡିବୀ) (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ)

ପ୍ରଭୁଙ୍କର ସରଳ ପଥ

ଏହା ଭାବଭଙ୍ଗୀ ଅଟେ ଏହା ନିମନ୍ତେ “ପ୍ରଭୁଙ୍କ ବିଷୟରେ ଯାହା ସତ୍ୟ ଅଟେ”| ପ୍ରଭୁଙ୍କ ସତ୍ୟ ବିଷୟରେ ମିଥ୍ୟା ବୋଲି କହିବା ନିମନ୍ତେ ପାଉଲ ମାୟାବୀକୁ ଭର୍ତ୍ସନା କରୁଛନ୍ତି| (ଦେଖନ୍ତୁ: ରୂଢ଼୍ୟୋକ୍ତି)