Door43-Catalog_or_tn/ACT/13/04.md

1.5 KiB
Raw Permalink Blame History

ସେମାନେ..ସେମାନେ...ସେମାନେ

“ବର୍ଣ୍ଣବ୍‌ବା ଓ ଶାଉଲ”

ସେମାନେ ତଳକୁ ଗଲେ

ଏହା ସାଧାରଣତଃ ସମୁଦ୍ରପତନ ଠାରୁ ଉଚ୍ଚତାର ପରିବର୍ତ୍ତନ|

ସେଲୂକିଆ

ସେଲୂକିଆ ହେଉଛି ସମୁଦ୍ର ନିକଟରେ ଥିବା ଏକ ନଗର ଅଟେ|

ସାଲାମି ନଗର

ସାଲାମି ନଗର କୁପ୍ର ଦ୍ୱୀପରେ ଅବସ୍ଥିତ|

ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ସାଲାମି ନଗରରେ ଅନେକ ସଂଖ୍ୟାରେ ଯିହୁଦୀ ସମାଜଗୃହ ଥିଲା ଯେଉଁଠାରେ ବର୍ଣ୍ଣବ୍‌ବା ଓ ଶାଉଲ ପ୍ରଚାର କରିଥିଲେ” କିମ୍ବା ) “ବର୍ଣ୍ଣବ୍‌ବା ଓ ଶାଉଲ ସାଲାମି ସମାଜଗୃହରେ ପ୍ରଚାର କରିବା ଆରମ୍ଭ କଲେ ଓ ଯେତେବେଳେ ସେମାନେ କୁପ୍ର ଦ୍ୱୀପ ପରିଭ୍ରମଣ କରିବା ସମୟରେ ଯେତେ ସମାଜଗୃହ ପାଇଲେ ସେସମସ୍ତ ସମାଜଗୃହରେ ସେମାନେ କ୍ରମାଗତ ପ୍ରଚାର କରିବାକୁ ଲାଗିଲେ|”