Door43-Catalog_or_tn/ACT/12/22.md

1.2 KiB

ଏହା ଈଶ୍ଵରଙ୍କ ସ୍ୱର ଅଟେ

“ତାହାଙ୍କର ଈଶ୍ଵରଙ୍କ ସ୍ୱର ଅଟେ” କିମ୍ବା “କଥା କହୁଥିବା ଏହି ଲୋକ ଈଶ୍ଵରଙ୍କ ଅଟେ” (ୟୁଡିବୀ)

ତତ୍‌କ୍ଷଣାତ୍

ଯେଉଁ ସମୟରେ ଲୋକମାନେ ହେରୋଦଙ୍କ ଗୁଣଗାନ କରୁଥିଲେ

ଆଘାତ କଲେ

“ହେରୋଦଙ୍କୁ କ୍ଲେଶ ଦେଲେ” କିମ୍ବା “ହେରୋଦଙ୍କୁ ଅଧିକ ଅସୁସ୍ଥ କରିଲେ”

ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ

ହେରୋଦ ସେମାନଙ୍କ ଉପାସନା ଈଶ୍ୱରଙ୍କୁ ଦେବା ପରିବର୍ତ୍ତେ ସେହି ଲୋକମାନେ ତାହାଙ୍କୁ ଉପାସନା କରନ୍ତୁ| “ହେରୋଦ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ|”

ସେ କୀଟ ଦ୍ୱାରା ଭକ୍ଷିତ ହୋଇ ପ୍ରାଣତ୍ୟାଗ କଲେ

“କୀଟ ହେରୋଦଙ୍କୁ ଭକ୍ଷଣ କଲେ ଓ ହେରୋଦ ପ୍ରାଣତ୍ୟାଗ କଲେ|”