Door43-Catalog_or_tn/ACT/12/20.md

2.5 KiB

ବର୍ତ୍ତମାନ

“ବର୍ତ୍ତମାନ” ବିବରଣୀରେ ଏକ ପରିବର୍ତ୍ତନର ଚିହ୍ନ ଅଟେ| ଏକ ବିକଳ୍ପ ଅନୁବାଦ ହେଲା “ସେହି ସମୟରେ|” (ଦେଖନ୍ତୁ: କଥୋପକଥୋନର ସୂଚନା)

ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ

“ସେହି ମନୁଷ୍ୟମାନେ ସୋର ଓ ସିଦୋନ ଲୋକମାନଙ୍କ ପ୍ରତିନିଧିତ୍ୱ କରୁଥିଲେ ଯେଉଁମାନେ ଏକ ମନ ହୋଇ ହେରୋଦଙ୍କ ସହ କଥାବାର୍ତ୍ତା ହେବା ନିମନ୍ତେ ଯାଇଥିଲେ|”

ସେମାନେ ମନାଇବାକୁ ଲାଗିଲେ

“ଏହି ଲୋକମାନେ ମନାଇବାକୁ ଲାଗିଲେ”

ବ୍ଲାସ୍ତ

ବ୍ଲାସ୍ତ, ରାଜା ହେରୋଦଙ୍କ ସହକାରୀ ବା ରାଜପରିବାରର ତତ୍ୱାବଧାରକ ଥିଲେ| ଏଠାରେ ସେ ଥରେ ମାତ୍ର ନାମ ଦ୍ୱାରା ଉଲ୍ଲେଖ କରାଯାଇଅଛନ୍ତି| (ଦେଖନ୍ତୁ: କିପରି ନାମଗୁଡ଼ିକ ଅନୁବାଦ କରାଯାଇଛି)

ସେମାନେ ସନ୍ଧି ପ୍ରାର୍ଥନା କରିବାକୁ ଲାଗିଲେ

“ଏହି ଲୋକମାନେ ଶାନ୍ତି ନିମନ୍ତେ ଅନୁରୋଧ କଲେ”

ଗୋଟିଏ ନିରୂପିତ ଦିନରେ

“ଏକ ଯୋଜନା କରାଯାଇଥିବା ଦିନରେ” ସାକ୍ଷାତ ନିମନ୍ତେ

ସେମାନଙ୍କ ନିକଟରେ ଗୋଟିଏ ବକ୍ତୃତା ଦେଲେ

“ହେରୋଦ ଏହି ଲୋକମାନଙ୍କ ନିକଟରେ ଗୋଟିଏ ବକ୍ତୃତା ଦେଲେ” କିମ୍ବା “ହେରୋଦ ଏହି ଲୋକମାନଙ୍କୁ କହିଲେ”|

ସିଂହାସନରେ ବସି

ଏହା ସେହି ସ୍ଥାନ ଅଟେ ଯେଉଁଠାରେ ହେରୋଦ ରୀତିସମ୍ମତ ଭାବରେ ଲୋକମାନଙ୍କୁ ସମ୍ବୋଧନ କରନ୍ତି ଯେଉଁମାନେ ତାହାଙ୍କୁ ସାକ୍ଷାତ କରିବା ନିମନ୍ତେ ଆସନ୍ତି| “ହେରୋଦ ଆପଣ ସିଂହାସନ ଉପରେ ବସିଲେ|” (ୟୁଡିବୀ)