Door43-Catalog_or_tn/ACT/12/18.md

3.2 KiB
Raw Permalink Blame History

ବର୍ତ୍ତମାନ ସକାଳ ହେବା ପରେ

“ବର୍ତ୍ତମାନ” ବିବରଣୀରେ ଏକ ଅନ୍ତର ଅଛି ବୋଲି ସୂଚିତ କରେ ଓ ପରବର୍ତ୍ତୀ ସମୟରେ ଏହା ଆସୁଅଛି| ଏହା ଏହିପରି ଅନୁବାଦ କରାଯାଇପାରେ “ବର୍ତ୍ତମାନ ଯେତେବେଳେ ସକାଳ ହେଲା”| (ଦେଖନ୍ତୁ: କଥୋପକଥୋନର ସୂଚନା)

ବଡ଼ ଚହଳ ପଡିଗଲା

ଏହା ଏକ ପ୍ରକାର ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଅଟେ| ଏହା ଏହିପରି ଅନୁବାଦ କରାଯାଇପାରେ “ମହା ଚହଳ ପଡିଗଲା” କିମ୍ବା “ଅଧିକ ଚହଳ ପଡିଗଲା”| (ଦେଖନ୍ତୁ: ଲିଟୋଟ୍‌ସ୍)

ବଡ଼ ଚହଳ ପଡିଗଲା

“ଚହଳ” ଏଠାରେ ନକାରାତ୍ମକ ଚହଳକୁ ଦର୍ଶାଏ ସାକାରାତ୍ମକ ଚହଳକୁ ନୁହେଁ ଯେପରି ମାନସିକ ଅଶାନ୍ତି, ଅତ୍ୟନ୍ତ ଚିନ୍ତିତ ଅବସ୍ଥା, ଭୟ କିମ୍ବା ବିଶୃଙ୍ଖଳା|

ସମ୍ପର୍କରେ

“ସମ୍ବନ୍ଧରେ” କିମ୍ବା “ବିଷୟରେ”

ପରେ ହେରୋଦ ତାଙ୍କୁ ଖୋଜିଲେ ଓ ପାଇଲେ ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ପରେ ହେରୋଦ ପାଉଲଙ୍କୁ ଖୋଜିଲେ ଓ ପାଉଲଙ୍କୁ ପାଇଲେ ନାହିଁ|”

ପରେ ହେରୋଦ ତାଙ୍କୁ ଖୋଜିଲେ

ସମ୍ଭାବାନ ଅର୍ଥଗୁଡ଼ିକ ହେଲା ୧) “ଯେତେବେଳେ ହେରୋଦ ଶୁଣିଲେ ଯେ ପାଉଲ ନିଖୋଜ ଅଛନ୍ତି, ସେ ଆପେ କାରାଗାରରେ ଖୋଜିବାକୁ ଗଲେ” କିମ୍ବା ) “ଯେତେବେଳେ ହେରୋଦ ଶୁଣିଲେ ଯେ ପାଉଲ ନିଖୋଜ ଅଛନ୍ତି, ସେ ଅନ୍ୟ ସୈନ୍ୟମାନଙ୍କୁ ପଠାଇଲେ କାରାଗାରରେ ଖୋଜିବା ନିମନ୍ତେ|”

ସେ ସେମାନଙ୍କୁ ପ୍ରଶ୍ନ କଲେ ଓ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ

“ହେରୋଦ ପ୍ରହରୀମାନଙ୍କୁ ପ୍ରଶ୍ନ କଲେ ଓ ପ୍ରହରୀମାନଙ୍କୁ ବଧ କରିବା ପାଇଁ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ”

ପରେ ସେ ତଳକୁ ଗଲେ

“ପରେ ହେରୋଦ ତଳକୁ ଗଲେ”| ଯେତେବେଳେ ଯିରୁଶାଲମ ଠାରୁ ଯାତ୍ରା କରାଯାଏ, ଯେହେତୁ ଯିରୁଶାଲମ ପାହାଡ଼ ଉପରେ ଅବସ୍ଥିତ ସମସ୍ତ ସ୍ଥାନକୁ ତଳେ ଅଛି ବୋଲି ବିଚାର କରାଯାଏ| (ଦେଖନ୍ତୁ: ଦେଇକଟିକସ୍)