Door43-Catalog_or_tn/ACT/12/16.md

1.2 KiB

କିନ୍ତୁ ପିତର ଦ୍ୱାରରେ ବାରମ୍ବାର ମାରୁଥିଲେ

ଏହି ଶବ୍ଦ ବାରମ୍ବାର ନିମନ୍ତେ ଏଠାରେ ଅର୍ଥ ହେଉଛି ଭିତରେ କଥାବାର୍ତ୍ତା ହେବାର ସମ୍ପୂର୍ଣ୍ଣ ସମୟ ପିତର ଦ୍ୱାରରେ ମାରୁଥିଲେ|

ଯେତେବେଳେ ସେମାନେ ଦ୍ୱାର ଫିଟାଇଲେ, ଆଉ ସେମାନେ ତାହାଙ୍କୁ ଦେଖି ଆଚମ୍ବିତ ହେଲେ

“ଦ୍ୱାର ଖୋଲିଲା ପରେ, ଗୃହ ଭିତରେ ଥିବା ଲୋକ ସମସ୍ତେ ପିତରଙ୍କୁ ଦେଖି ଆଚମ୍ବିତ ହେଲେ”

ସେମାନଙ୍କୁ ହାତରେ ଠାରି... ସେମାନଙ୍କୁ କହିଲେ

“ଗୃହ ଭିତରେ ଥିବା ଲୋକମାନଙ୍କୁ ହାତରେ ଠାରି...ସେହି ଲୋକମାନଙ୍କୁ କହିଲେ”

ଏହିସମସ୍ତ କଥା ଜଣାଅ

“ଏହିସମସ୍ତ କଥା କୁହ”

ସେ ଚାଲିଗଲେ

“ପିତର ଚାଲିଗଲେ”