Door43-Catalog_or_tn/ACT/12/11.md

1.4 KiB

ସେତେବେଳେ ପିତର ସଚେତନ ହୋଇ କହିଲେ

“ଯେତେବେଳେ ପିତର ସମ୍ପୂର୍ଣ୍ଣ ଭାବେ ଚେତନା ପାଇ ସତର୍କ ହେଲେ” କିମ୍ବା “ଯେତେବେଳେ ପିତର ଚେତନା ପାଇଲେ ଯେ ଯାହା ଘଟୁଅଛି ତାହା ପ୍ରକୃତ ଅଟେ”

ହେରୋଦଙ୍କ ହସ୍ତରୁ ମୋତେ ଉଦ୍ଧାର କରିଅଛନ୍ତି

“...ହେରୋଦଙ୍କ ହସ୍ତ” ଏକ ବକ୍ତବ୍ୟ ଅଟେ “ହେରୋଦ ମୋ' ପାଇଁ ଯାହା ଯୋଜନା କରିଥିଲେ ସେହି ଯନ୍ତ୍ରଣା ଠାରୁ ମୋତେ ଉଦ୍ଧାର କରିଅଛନ୍ତି”| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଯିହୁଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ

“ଯିହୁଦୀ ନେତାମାନେ ଯାହା ମୋ' ପ୍ରତି ଘଟିବ ବୋଲି ବିବେଚନା କରିଥିଲେ”

ଏହା ଏବେ ନିଶ୍ଚୟ ଜାଣିଲି

“ଏହି ସତ୍ୟକୁ ଅବଗତ ହେଲି”

ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା

“...ଯିଏ ମାର୍କ ନାମରେ ମଧ୍ୟ ଖ୍ୟାତ ଅଟନ୍ତି”