Door43-Catalog_or_tn/ACT/12/09.md

2.2 KiB

ସେ ତାହା ଜାଣି ପାରିଲେ ନାହିଁ

“ପିତର ତାହା ଜାଣି ପାରିଲେ ନାହିଁ” କିମ୍ବା “ପିତର ତାହା ବୁଝି ପାରିଲେ ନାହିଁ”

କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ

“ଦୂତଙ୍କ କାର୍ଯ୍ୟ ପ୍ରକୃତ ଥିଲା” କିମ୍ବା “ଦୂତଙ୍କ କାର୍ଯ୍ୟ ପ୍ରକୃତରେ ଘଟୁଥିଲା”

ସେ ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ

“ପିତର ମନେ କରୁଥିଲେ ସେ ଦର୍ଶନ ଦେଖୁଅଛନ୍ତି”

ପରେ ସେମାନେ

“ପରେ ଦୂତ ଓ ପିତର”

ଅତିକ୍ରମ କରି

“ଚାଲିଗଲା ପରେ”

ଦ୍ୱିତୀୟଟି

“ଦ୍ୱିତୀୟ ପ୍ରହରୀଦଳ”

ସେମାନେ ଆସିଲେ

“ଦୂତ ଓ ପିତର ପହଞ୍ଚିଲେ”

ଯାହା ଦେଇ ନଗରକୁ ଯିବାକୁ ହୁଏ

“ଯାହା ନଗରକୁ ଖୋଲିଦିଏ”

ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା

“ସେହି ଦ୍ୱାର ସେମାନଙ୍କ ନିମନ୍ତେ ମେଲା ହୋଇଗଲା” କିମ୍ବା “ସେହି ଦ୍ୱାର ଆପେ ସେମାନଙ୍କ ନିମନ୍ତେ ମେଲା ହୋଇଗଲା”

ସେମାନେ ବାହାରକୁ ଗଲେ

“ଦୂତ ଓ ପିତର ସେହି ଦ୍ୱାର ଦେଇ ବାହାରକୁ ଚାଲିଗଲେ”

ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ

“ଦାଣ୍ଡ ଦେଇ ଚାଲିଗଲେd”

ସେହିକ୍ଷଣି ତାଙ୍କ ଠାରୁ ଅନ୍ତର ହୋଇଗଲେ

“ହଠାତ୍ ପିତରଙ୍କୁ ପରିତ୍ୟାଗ କଲେ” କିମ୍ବା “ହଠାତ୍ ଅଦୃଶ୍ୟ ହୋଇଗଲେ”